କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ବିନ୍ଦୁସାଗର, ଡଙ୍ଗା ଭସାଇବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ବିନ୍ଦୁସାଗର, ଡଙ୍ଗା ଭସାଇବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ବର୍ଷକ ବାର ମାସ ମଧ୍ୟରୁ ଧର୍ମ ମାସ କାର୍ତ୍ତିକ ମାସ ହେଉଛି ଅନ୍ୟତ୍ତମ । ପୁରପଲ୍ଲୀରେ ଲୋକ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବା ସହ ବୋଇତ ବନ୍ଦାଇ ନଦୀରେ ମେଲାଣି ଦେଇଥାନ୍ତି। ଅଅଁଳା ନବମୀ ଠାରୁ ପଞ୍ଚୁକ କରିଥିବା ଧର୍ମ ପରାୟଣ ମହିଳା ମାନଙ୍କ ଆଜି ପଞ୍ଚୁକର ଶେଷ ଦିନ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା ।

ଭୋରୁ ଶହ ଶହ ଶ୍ରଦ୍ଧାଳୁମାନେ ବିଭିନ୍ନ ନଦୀ, ପୋଖରୀରେ ପାନ ଗୁଆ ଥୋଇ ଗୀତ ଗାଈ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ବୁଡ଼ ପକାଇ ମନ୍ଦିରରେ ଦର୍ଶନ ସାରି ଉପବାସ ରହିବାର ବିଧି ରହିଛି ।ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୁବନେଶ୍ଵର ବିନ୍ଦୁସାଗରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ଭୋରରୁ ଆସି ଏଠାରେ ଡଙ୍ଗା ଭସାଇଛନ୍ତି।

Related post

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଲହରୀ ଜାରି I

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଲହରୀ ଜାରି I

ରାଜ୍ୟରେ ତଳମୁହାଁ ରହିଛି ପାରଦ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଲହରୀ ଜାରି ରହିଛି । ଗତ କିଛିଦିନ ହେଲା କନ୍ଧମାଳ କୁ ଛୁଇଁଛି ଶୀତ l…
ଓଡିଶା: ୯ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ I

ଓଡିଶା: ୯ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ I

ଟିକେ ବିଳମ୍ଵରେ ଆସିଲା ଶୀତ। କିନ୍ତୁ ଏବେ ଜୋର ଶୀତ ହେଲାଣି। ବିଶେଷ କରି ଆଭ୍ୟନ୍ତରୀଣ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ହେଉଛି। ଗତକାଲି ଫୁଲବାଣୀ ଥିଲା ରାଜ୍ୟର ସବୁଠୁ…
ସ୍ୱସ୍ତି ପ୍ରମିୟମରେ ଆରମ୍ଭ ହେଲା ହେଲ୍‌ଥ କନକ୍ଲେଭ ପରାମର୍ଶ ଦେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ସ୍ୱସ୍ତି ପ୍ରମିୟମରେ ଆରମ୍ଭ ହେଲା ହେଲ୍‌ଥ କନକ୍ଲେଭ ପରାମର୍ଶ ଦେବେ ସ୍ୱାସ୍ଥ୍ୟ…

ରାଜ୍ୟର ବଛାବଛା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ସ୍ୱସ୍ତି ପ୍ରମିୟମରେ ଆରମ୍ଭ ହୋଇଛି ‘ଦି ହେଲ୍‌ଥ କନକ୍ଲେଭ-୨୦୨୪’  । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

Leave a Reply

Your email address will not be published. Required fields are marked *