ଅମିତ ଶାହା :ଝାଡ଼ଖଣ୍ଡରେ ବିଜେପି ସରକାର ଆସିଲେ ଲାଗୁହେବ ୟୁସିସି ।

ଅମିତ ଶାହା :ଝାଡ଼ଖଣ୍ଡରେ ବିଜେପି ସରକାର ଆସିଲେ ଲାଗୁହେବ ୟୁସିସି ।

ଝାଡଖଣ୍ଡ ନିର୍ବାଚନ ପାଇଁ ସରଗରମ ରାଜନୀତି । ରାଞ୍ଚିରେ ପହଞ୍ଚି ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ବିଜେପି ସରକାର ଗଠନ କଲେ ରାଜ୍ୟରେ ୟୁସିସି ଲାଗୁ ସହ ପେପର ସ୍କାମର ତଦନ୍ତ  କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି ।

ସେହିପରି ନିର୍ବାଚନୀ ଇସ୍ତାହାରରେ ବିଜେପି ୨୫ଟି ପ୍ରତିଶ୍ରୁତି ଦେଇଛି । ମୁଖ୍ୟତଃ ଭାବେ ଗୋଗୋ ଦିଦି ଯୋଜନାରେ ମହିଳାଙ୍କୁ ପ୍ରତ୍ୟେକ ମାସରେ ୨୧ ଶହ ଟଙ୍କା, ଆୟୁଷ୍ମାନ ଯୋଜନାରେ ୧୦ଲକ୍ଷ ଟଙ୍କା ମାଗଣା ଚିକିତ୍ସା, ୫ ବର୍ଷରେ ୫ଲକ୍ଷ ଯୁବକଙ୍କୁ ଚାକିରି ଦେବାକୁ ବିଜେପି ଘୋଷଣା କରିଛି ।

Related post

ଲୋକଙ୍କୁ ମିଳିବ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚ ହେଉଥିବା ଉପକରଣ

ଲୋକଙ୍କୁ ମିଳିବ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚ ହେଉଥିବା ଉପକରଣ

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ବୁଧବାର ଖାରବେଳ ଭବନଠାରେ ଅନୁଷ୍ଠିତ ବୈଠକରେ ଏନର୍ଜି ଏଫିସିଏନ୍ସି ସର୍ଭିସେସ୍ ଲିମିଟେଡ୍(ଇଇଏସ୍‌ଏଲ୍‌)ର ବରିଷ୍ଠ ଅଧିକାରୀ ଶକ୍ତି ସଂରକ୍ଷଣ ପାଇଁ ଆଗାମୀ ପଦକ୍ଷେପ…
ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ଚତୁର୍ଥ ଥର ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ ନେତା ହେମନ୍ତ ସୋରେନ । ରାଞ୍ଚିର ମୋରାବାଦି ଗ୍ରାଉଣ୍ଡରେ ଅପରାହ୍ନ ୪ଟା ବେଳେ ହେମନ୍ତ ସୋରେନ…
ଝାଡ଼ଖଣ୍ଡ ନିର୍ବାଚନରେ ଦବ୍‌ଦବା ଦେଖାଇଲେ  କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ।

ଝାଡ଼ଖଣ୍ଡ ନିର୍ବାଚନରେ ଦବ୍‌ଦବା ଦେଖାଇଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ।

ବରିଷ୍ଠ କଂଗ୍ରେସ ନେତା ସଚିନ୍‌ ପାଇଲଟ୍‌ ଝାଡ଼ଖଣ୍ଡ କଂଗ୍ରେସର ପ୍ରଭାରୀ ଥିବା ବେଳେ ସପ୍ତଗିରି ସହପ୍ରଭାରୀ ଭାବେ କାମ କରୁଥିଲେ । ଦୀର୍ଘଦିନ ହେବ ଝାଡ଼ଖଣ୍ଡରେ ରହି ଦଳ…

Leave a Reply

Your email address will not be published. Required fields are marked *