ଅମିତ ଶାହା :ଝାଡ଼ଖଣ୍ଡରେ ବିଜେପି ସରକାର ଆସିଲେ ଲାଗୁହେବ ୟୁସିସି ।

ଅମିତ ଶାହା :ଝାଡ଼ଖଣ୍ଡରେ ବିଜେପି ସରକାର ଆସିଲେ ଲାଗୁହେବ ୟୁସିସି ।

ଝାଡଖଣ୍ଡ ନିର୍ବାଚନ ପାଇଁ ସରଗରମ ରାଜନୀତି । ରାଞ୍ଚିରେ ପହଞ୍ଚି ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ବିଜେପି ସରକାର ଗଠନ କଲେ ରାଜ୍ୟରେ ୟୁସିସି ଲାଗୁ ସହ ପେପର ସ୍କାମର ତଦନ୍ତ  କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି ।

ସେହିପରି ନିର୍ବାଚନୀ ଇସ୍ତାହାରରେ ବିଜେପି ୨୫ଟି ପ୍ରତିଶ୍ରୁତି ଦେଇଛି । ମୁଖ୍ୟତଃ ଭାବେ ଗୋଗୋ ଦିଦି ଯୋଜନାରେ ମହିଳାଙ୍କୁ ପ୍ରତ୍ୟେକ ମାସରେ ୨୧ ଶହ ଟଙ୍କା, ଆୟୁଷ୍ମାନ ଯୋଜନାରେ ୧୦ଲକ୍ଷ ଟଙ୍କା ମାଗଣା ଚିକିତ୍ସା, ୫ ବର୍ଷରେ ୫ଲକ୍ଷ ଯୁବକଙ୍କୁ ଚାକିରି ଦେବାକୁ ବିଜେପି ଘୋଷଣା କରିଛି ।

Related post

ଝାଡଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ; ୩୮ ଆସନରେ ମତଦାନ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଙ୍କର  ହେବ ଭାଗ୍ୟ ପରୀକ୍ଷା

ଝାଡଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ; ୩୮ ଆସନରେ ମତଦାନ, ମୁଖ୍ୟମନ୍ତ୍ରୀ…

ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ୩୮ ଆସନରେ ପଡୁଛି ଭୋଟ୍ । ଝାଡ଼ଖଣ୍ଡ ବିଧାନସଭାର ମୋଟ୍‌ ୮୧ଟି ଆସନ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ୧୩ ତାରିଖରେ…
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୬୬.୩୭% ମତଦାନ, ଆସନ୍ତା ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୬୬.୩୭% ମତଦାନ, ଆସନ୍ତା ୨୦ରେ…

ନିର୍ବାଚନ କମିଶନଙ୍କ ରିପୋର୍ଟ ମୁତାବକ, ବାହରଗୋଡ଼ାରେ ସର୍ବାଧିକ ୭୭.୩୨% ଓ  ଜାମସେଦପୁରରେ ସର୍ବନିମ୍ନ ୫୫.୯୫%  ଭୋଟ୍‌ ପଡ଼ିଛି । ଲୋହରଦଗାରେ ୭୩.୨୧%  ଭୋଟିଂ ହୋଇଥିବା ବେଳେ ପୂର୍ବ ସିଂହଭୂମ…

Leave a Reply

Your email address will not be published. Required fields are marked *