ବଡ଼ଓଷା ପାଇଁ  ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ବଡ଼ଓଷା ପାଇଁ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ଗତକାଲି ରାତ୍ରରେ ହରିହର ଭେଟ ପରେ ମଧ୍ଯ ରାତ୍ରିର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ବାବାଙ୍କ ଅତି ପ୍ରିୟ ଭୋଗ ଗଜଭୋଗ ଓ ତରଣ। କଳା ବଳଦ କୁ ଧଳା କରିଥିବା ବାବା ଧବଳେଶ୍ଵରଙ୍କ ଅତି ପ୍ରିୟ ପର୍ବ ବଡ଼ଓଷା ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଏହି ଅପୂର୍ବ ଗଜଭୋଗ ଓ ତରଣ । ଏହି ଅପୂର୍ବ ଭୋଗକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ପାଇ ବେଶ୍ ଆନନ୍ଦିତ।

ବଡ଼ଓଷା ପାଇଁ ଚଳଚଞ୍ଚଳ ଧବଳେଶ୍ବର ପୀଠ। ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର ।  ଆଜି ଗଜଭୋଗ ପାଇ ବ୍ରତ ଉଦଯାପନ କରିବେ ବ୍ରତଧାରି ଭକ୍ତ ମାନେ। ଶାନ୍ତିଶୃଙ୍ଖଳା ଦର୍ଶନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Related post

ଶେଷ ସୋମବାର, ଧବଳେଶ୍ୱର ପୀଠରେ ପ୍ରବଳ ଭିଡ଼

ଶେଷ ସୋମବାର, ଧବଳେଶ୍ୱର ପୀଠରେ ପ୍ରବଳ ଭିଡ଼

ଧବଳେଶ୍ବର। କାର୍ତ୍ତିକ ମାସର ଶେଷ ସୋମବାରରେ  ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଧାର୍ମିକ ବିଶ୍ୱାସ ରହିଛି ଏହି ଦିନରେ ଦେବ ଦେବ ମହାଦେବଙ୍କୁ ଦର୍ଶନ…
ଆଜି  କାର୍ତ୍ତିକ ମାସର ତୃତୀୟ ସୋମବାର, ଚଳଚଞ୍ଚଳ ଧବଳେଶ୍ୱରଙ୍କ ପୀଠ

ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର, ଚଳଚଞ୍ଚଳ ଧବଳେଶ୍ୱରଙ୍କ ପୀଠ

ଆଜି ହେଉଛି ମହା ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ।  ଚଳଚଞ୍ଚଳ ହୋଇପଡିଛି ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠ । ଶିବଶଙ୍କର ଙ୍କର ଅତି ପ୍ରିୟବାର…
କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ଚଳଚଞ୍ଚଳ‌ ବାବା ଧବଳେଶ୍ୱର ଙ୍କ ପୀଠ

କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ଚଳଚଞ୍ଚଳ‌ ବାବା ଧବଳେଶ୍ୱର ଙ୍କ ପୀଠ

ଧାର୍ମିକ ବିଶ୍ବାସ ରହିଛି ଏହି ଦିନରେ ଦେବ ଦେବ ମହାଦବେଙ୍କୁ ର୍ଦଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ । କାର୍ତ୍ତିକ ସୋମବାରରେ…

Leave a Reply

Your email address will not be published. Required fields are marked *