ବିଜେପି ସରକାର ଙ୍କ ପ୍ରତିଶୃତି ବିଫଳ : ବିଜେଡି

ବିଜେପି ସରକାର ଙ୍କ ପ୍ରତିଶୃତି ବିଫଳ : ବିଜେଡି

ନିର୍ବାଚନ ପୂର୍ବରୁ ଯାହା ପ୍ରତିଶୃତି ଦେଇଥିଲେ ବିଜେପି ସରକାର ତାହା ପାଳନ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ଦୁଇଟି କିସ୍ତିରେ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବେ ବୋଲି କହି ଏବେ ପାଞ୍ଚ ବର୍ଷରେ ଦେବେ ବୋଲି କହୁଛନ୍ତି । ସୁଭଦ୍ରା ଗାଇଡଲାଇନରେ ଆଠ ଥର ପରିବର୍ତ୍ତନ କରାଯାଉଛି ।

ସେହିପରି ମାଗଣା ବିଜୁଳି, ୩ ହଜାର ଟଙ୍କା ଭତ୍ତା, ୩୧ଶହ ଟଙ୍କା ଧାନର MSP ପରି ପ୍ରତିଶୃତି ଦେଇ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ହାସଲ କରି ସରକାର ଗଠନ କରିଛନ୍ତି ।

ବିଜେଡି ଧୈର୍ଯ୍ୟର ସହ ଯୋଜନାର ସୁଫଳ ଲୋକଙ୍କୁ ମିଳିବ ବୋଲି ଅପେକ୍ଷା କରିଛି । ନିଶ୍ଚିତ ଭାବେ ସବୁ ପ୍ରତିଶୃତି କାର୍ଯ୍ୟକାରୀ ହେବା ଦରକାର । ସୁଭଦ୍ରା ଯୋଜନାରେ ଏବେ ଯେଉଁପରି ମାସକୁ ୮ଶହ ଟଙ୍କା ଦେଉଛନ୍ତି ତାର ମାଆମାନେ ଜବାବ ଦେବେ ବୋଲି ଚେତାଇ ଦେଇଛି ବିଜେଡି ।

Related post

ଡିସେମ୍ବର ୨୫ ରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା

ଡିସେମ୍ବର ୨୫ ରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା

ଡିସେମ୍ବର ୨୫ରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା ।  ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ ଯାଞ୍ଚ ପ୍ରକ୍ରିୟା ଜାରି…
ସୁନ୍ଦରଗଡ଼ରେ ଆଜି ୨୦ଲକ୍ଷ ମହିଳା ପାଇବେ ସୁଭଦ୍ରା ଟଙ୍କା ।

ସୁନ୍ଦରଗଡ଼ରେ ଆଜି ୨୦ଲକ୍ଷ ମହିଳା ପାଇବେ ସୁଭଦ୍ରା ଟଙ୍କା ।

ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ୨୦ଲକ୍ଷ ମହିଳା ପାଇବେ ସୁଭଦ୍ରା ଟଙ୍କା । ଏହାସହ ବାଦ ପଡିଥିବା ୨ଲକ୍ଷ ୬୭ ହଜାର…
ବିଜେଡି : ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ଥିତି ଠିକ୍ ନାହିଁ

ବିଜେଡି : ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ଥିତି ଠିକ୍ ନାହିଁ

ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମହିଳା ପୋଲିସ ଅଧିକାରୀଙ୍କ ଦୁର୍ବ୍ୟବହାର କରିବା ଘଟଣାରେ ଜାମିନ ଖାରଜ ହେବା ପରେ ଜୟନାରାୟଣଙ୍କ…

Leave a Reply

Your email address will not be published. Required fields are marked *