ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲା କାନାଡା।

ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲା କାନାଡା।

ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲା କାନାଡା। ଭାରତ ଓ କାନାଡ଼ା ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିବାବେଳେ ଏବେ କାନାଡାକୁ ସମର୍ଥନ ଜଣାଇଛି ଆମେରିକା । ମାମଲାକୁ ନେଇ ଆମେରିକା କହିଛି, ଭାରତ ଉପରେ କାନାଡ ଯେଉଁ ଅଭିଯୋଗ ଆଣିଛି ତାହା ବେଶ ଚିନ୍ତାଜନକ।

ଏଥିସହ ଆମେରିକା କହିଛି ତଦନ୍ତରେ ଭାରତ ସହଯୋଗ କରୁନି। ଗତବର୍ଷଠୁ କାନାଡା ନିଜ୍ଜର ହତ୍ୟା ଘଟଣା ପାଇଁ ଭାରତକୁ ଦାୟୀ କରିଆସୁଛି । ସେହି ସମୟରେ ହିଁ କାନାଡା ସମର୍ଥନରେ ବାହାରିଥିଲା ଆମେରିକା ।

ଗତ ୨ବର୍ଷ ମଧ୍ୟରେ ୬ଜଣ ଖଲିସ୍ତାନୀ ଆତଙ୍କୀଙ୍କୁ ହତ୍ୟା କରାଯାଇଛି । ରିପୁଦମନ ସିଂ, ଅମରପ୍ରୀତ ଶର୍ମା, ହରଦୀପ ସଂ ନିଜ୍ଜର, କରଣବୀର ସିଂ ଗରଚା, ସୁଖା ଦୁନେକ ଓ ହରପ୍ରୀତ ସିର ହତ୍ୟା କରାଯାଇଛି ।

Related post

ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଇଲା BSNL ର ୧୫୦ ଦିନିଆ ପ୍ଲାନ୍

ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଇଲା BSNL ର ୧୫୦ ଦିନିଆ ପ୍ଲାନ୍

BSNL ଗୋଟିଏ ପରେ ଗୋଟିଏ ଶସ୍ତା ରିଚାର୍ଜ ପ୍ଲାନ୍ ଉପସ୍ଥାପନ କରି ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଉଛି । ଏହି ସମୟରେ BSNL ଏକ ପ୍ଲାନ୍ ଆଣିଛି ଯାହା…
କାନାଡା : ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡାଲ୍ଲାକୁ ଗିରଫ କରିଛି  ପୋଲିସ

କାନାଡା : ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡାଲ୍ଲାକୁ ଗିରଫ କରିଛି ପୋଲିସ

ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ସୂଚନା ଅନୁୟାୟୀ, ଗ୍ୟାଙ୍ଗଷ୍ଟର ଅର୍ଶ ଡାଲ୍ଲା ଭାରତର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବାବେଳେ ସେ ଫେରାର ଥିଲା । ଫେରାର ପରେ କାନାଡାରେ…
୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ !

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ !

ଅଲିମ୍ପିକ୍ ଗେମ୍ସ ୨୦୩୬ ଆୟୋଜନ କରିବାକୁ ଭାରତ ସମେତ ୧୦ ଦେଶ ପ୍ରାରମ୍ଭିକ ଆଗ୍ରହ ଦେଖାଇଛନ୍ତି । ଏହି ଦେଶ ଗୁଡ଼ିକ ମଧ୍ୟରେ ମେକ୍ସିକୋ, ଇଣ୍ଡୋନେସିଆ, ତୁର୍କୀ, ପୋଲାଣ୍ଡ,…

Leave a Reply

Your email address will not be published. Required fields are marked *