ଅନୁଗୁଳ ଶୁଶୁଡ଼ା ଗାଁରେ ପୁଅ ମାଆକୁ ପିଟିପିଟି ହତ୍ୟା କଲା।

ଅନୁଗୁଳ ଶୁଶୁଡ଼ା ଗାଁରେ ପୁଅ ମାଆକୁ ପିଟିପିଟି ହତ୍ୟା କଲା।

ସୂଚନା ଅନୁସାରେ, ସୁସୁଡା ଗାଁର ସୁଧାକର ନାଏକଙ୍କ ପୁଅ ସରୋଜ ନାଏକ ମାଆ ଲତା ନାଏକଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପୁଅ ସରୋଜକୁ ଅଟକ ରଖି ପଚରାଉଚରା କରୁଛି ।

Related post

Leave a Reply

Your email address will not be published. Required fields are marked *