ମିସ୍ ଟିନ୍ ୟୁନିଭର୍ସ ୨୦୨୪ :  ଦକ୍ଷିଣ ଆଫ୍ରିକାରେ ଚମକିଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ ।

ମିସ୍ ଟିନ୍ ୟୁନିଭର୍ସ ୨୦୨୪ : ଦକ୍ଷିଣ ଆଫ୍ରିକାରେ ଚମକିଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ ।

ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏହି ମର୍ଯ୍ୟାଦାଜନକ ଇଭେଣ୍ଟରେ ବିଭିନ୍ନ ଦେଶର ପ୍ରତିଯୋଗୀ ଭାଗନେଇଥିବା ବେଳେ ତ୍ରିଷ୍ଣା ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ ।  ତ୍ରିଷ୍ଣା କିଟ୍ ସ୍କୁଲ୍ ଅଫ୍ ଫେସନ୍ ଟେକ୍ନୋଲୋଜିର ଛାତ୍ରୀ ।  ତ୍ରିଷ୍ଣା ହେଉଛନ୍ତି କର୍ଣ୍ଣେଲ୍ ଡି.କେ ରାୟ ଓ ରାଜଶ୍ରୀ ରାୟଙ୍କ ଝିଅ ।  ଝିଅର ସଫଳତାରେ ବେଶ୍ ଖୁସି ପ୍ରକାଶ କରିଛନ୍ତି କର୍ଣ୍ଣେଲ୍ ଡି.କେ ରାୟ ।

ତାଙ୍କର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  । ତାଙ୍କ କ୍ୟାରିଅରରେ ସେ ନୂଆ ଶୀର୍ଷକୁ ଛୁଅଁନ୍ତୁ ଏବଂ ଆମ ରାଜ୍ୟକୁ ଗୌରବାନ୍ୱତି କରନ୍ତୁ। ଏହାସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ।

Related post

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ରିଆନ ରିକେଲଟନଙ୍କ ଶତକ ଏବଂ କାଗିସୋ ରାବାଡାଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି ।…
ଟି୨୦ ସିରିଜ ପାଇଁ ସାଉଥ ଆଫ୍ରିକା ପହଞ୍ଚିଲା ଭାରତୀୟ ଟିମ୍

ଟି୨୦ ସିରିଜ ପାଇଁ ସାଉଥ ଆଫ୍ରିକା ପହଞ୍ଚିଲା ଭାରତୀୟ ଟିମ୍

ବିସିସିଆଇ ଏକ୍ସରେ ଏକ ଭିଡିଓ ସେୟାର କରିଛି । ଏଥିରେ ଖେଳାଳିମାନେ ମଜାମସ୍ତି କରୁଛନ୍ତି । ଅଭିଷେକ ବର୍ମା, ତିଳକ ବର୍ମାଙ୍କ ସମେତ ଅନ୍ୟ ଖେଳାଳିଙ୍କ ଜେନେରାଲ ଟେଷ୍ଟ…

Leave a Reply

Your email address will not be published. Required fields are marked *