ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-୨୦ ମ୍ୟାଚ

ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-୨୦ ମ୍ୟାଚ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ T-20 ମ୍ୟାଚ ଖେଳାଯିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି ଓସିଏ । ଦର୍ଶକମାନଙ୍କୁ ନେଇ ମ୍ୟାଚ ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ, ଏସଆରସି ଓ କ୍ରୀଡା ସଚିବଙ୍କୁ ଚିଠି ଲେଖିଛି ଓସିଏ । କରୋନା କଟକଣା କମିଥିବାରୁ ଖେଳ ଦେଖିବାକୁ ଦର୍ଶକଙ୍କୁ ସୁଯୋଗ ଦେବାକୁ ଚିଠିରେ ଅନୁରୋଧ କରିଛି ଓସିଏ । ଆସନ୍ତା ସପ୍ତାହରେ ଏନେଇ ଅନୁମତି ମିଳିପାରେ ।

ତେବେ ଚଳତ ବର୍ଷ ଟିକେଟ ଦର ବଢିବା ନେଇ ଓସିଏ ତରଫରୁ ସୂଚନା ଦିଆଯାଇଛି । ଟିକେଟ ସହ ୧୮ ପ୍ରତିଶତ ଜିଏସଟି ଦେବେ ଦର୍ଶକ । ବାରବାଟୀରେ ୪୪ ହଜାର ଦର୍ଶକଙ୍କ କ୍ଷମତା ରହିଛି । ଦର୍ଶକମାନଙ୍କ ପାଇଁ ଉଭୟ ଅନଲାଇନ୍ ଓ ଅଫଲାଇନରେ ଟିକେଟ ବିକ୍ରିର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

Related post

ସଞ୍ଜୁ ସାମସନଙ୍କ ଛକାରେ ମହିଳା ଆହତ କ୍ଷମା ମାଗିଲେ ସଞ୍ଜୁ

ସଞ୍ଜୁ ସାମସନଙ୍କ ଛକାରେ ମହିଳା ଆହତ କ୍ଷମା ମାଗିଲେ ସଞ୍ଜୁ

ଘରୋଇ ଦକ୍ଷିଣ ଆଫ୍ରିକାକୁ ୩-୧ରେ ମାତ ଦେଇଛି ସୂର୍ଯ୍ୟକୁମାର ଯାଦବଙ୍କ ଭାରତୀୟ ଟିମ୍ । ଶେଷ ମ୍ୟାଚରେ ସଞ୍ଜୁ ସାମସନଙ୍କ କମାଲ ବ୍ୟାଟିଂ କରି ଶତକ ମାରିଛନ୍ତି ।…
ଦକ୍ଷିଣ-ଆଫ୍ରିକା ବିରୋଧରେ ତୃତୀୟ ଟି-୨୦ରେ ହାସଲ କଲେ କ୍ୟାରିଅରର ପ୍ରଥମ ଶତକ ।

ଦକ୍ଷିଣ-ଆଫ୍ରିକା ବିରୋଧରେ ତୃତୀୟ ଟି-୨୦ରେ ହାସଲ କଲେ କ୍ୟାରିଅରର ପ୍ରଥମ ଶତକ…

ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିଆନରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ । ୪ ମ୍ୟାଚ୍ ବିଶିଷ୍ଟ ସିରିଜ ବର୍ତ୍ତମାନ ୧-୧ ସମାନ ସ୍ତରରେ ଥିବାବେଳେ ଉଭୟ ଦଳ ତୃତୀୟ…
ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି୨୦ : ୩ ୱିକେଟରେ ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା, ବରୁଣଙ୍କ କମାଲ ବୋଲିଂ ସତ୍ତ୍ବେ ହାରିଲା ଟିମ୍

ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି୨୦ : ୩ ୱିକେଟରେ ଭାରତକୁ ହରାଇଲା…

ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ବରୁଣ ଚକ୍ରବର୍ତ୍ତୀଙ୍କ…

Leave a Reply

Your email address will not be published. Required fields are marked *