ସୁନ୍ଦରଗଡ଼ରେ ଆଜି ୨୦ଲକ୍ଷ ମହିଳା ପାଇବେ ସୁଭଦ୍ରା ଟଙ୍କା ।

ସୁନ୍ଦରଗଡ଼ରେ ଆଜି ୨୦ଲକ୍ଷ ମହିଳା ପାଇବେ ସୁଭଦ୍ରା ଟଙ୍କା ।

ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ୨୦ଲକ୍ଷ ମହିଳା ପାଇବେ ସୁଭଦ୍ରା ଟଙ୍କା । ଏହାସହ ବାଦ ପଡିଥିବା ୨ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ମଧ୍ୟରୁ ୨୫ ପ୍ରତିଶତ ଯୋଗ୍ୟ ତାଲିକାରେ ସାମିଲ ହୋଇଛନ୍ତି ।  ସେମାନଙ୍କୁ ମଧ୍ୟ ଆଜି ସୁଭଦ୍ରା ଟଙ୍କା ମିଳିବ । ଅନ୍ୟମାନଙ୍କ ଯୋଗ୍ୟତାର ଯାଞ୍ଚ ଚାଲିଛି। ଫିଜିକାଲ ଭେରିଫିକେସନ୍ ହେବ ।

ସେମାନେ ଡିସେମ୍ବରରେ ସୁଭଦ୍ରା ଟଙ୍କା ପାଇବେ। ସେହିପରି ୫ ଲକ୍ଷ ଆବେଦନକାରୀଙ୍କ ଆକାଉଣ୍ଟ ଆଧାର ଲିଙ୍କରେ ସମସ୍ୟା ଅଛି ।  ଆଧାର, ଆକାଉଣ୍ଟ ଓ ମୋବାଇଲ ନମ୍ବର ସଂଯୋଗ କରାଇବା ପରେ ସେମାନେ ସାମିଲ ହେବେ । ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ଟଙ୍କା ପାଇପାରିବେ । ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ। ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏ ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Related post

ଡିସେମ୍ବର ୨୫ ରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା

ଡିସେମ୍ବର ୨୫ ରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା

ଡିସେମ୍ବର ୨୫ରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା ।  ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ ଯାଞ୍ଚ ପ୍ରକ୍ରିୟା ଜାରି…
ବିଜେପି ସରକାର ଙ୍କ ପ୍ରତିଶୃତି ବିଫଳ : ବିଜେଡି

ବିଜେପି ସରକାର ଙ୍କ ପ୍ରତିଶୃତି ବିଫଳ : ବିଜେଡି

ନିର୍ବାଚନ ପୂର୍ବରୁ ଯାହା ପ୍ରତିଶୃତି ଦେଇଥିଲେ ବିଜେପି ସରକାର ତାହା ପାଳନ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ଦୁଇଟି କିସ୍ତିରେ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା…
ସୁନ୍ଦରଗଡ଼ରେ ପରକୀୟା ପ୍ରୀତିରୁ ଗୋଷ୍ଠୀ ସଂଘର୍ଷ, ଗଲା ୫ ଜୀବନ

ସୁନ୍ଦରଗଡ଼ରେ ପରକୀୟା ପ୍ରୀତିରୁ ଗୋଷ୍ଠୀ ସଂଘର୍ଷ, ଗଲା ୫ ଜୀବନ

ଯାଯାବର ଗୋଷ୍ଠୀର ପାଞ୍ଚ ଜଣଙ୍କୁ ହତ୍ୟା କରିଛନ୍ତି ଅନ୍ୟ ଏକ ଗୋଷ୍ଠୀ । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ଅନ୍ୟ ୫ ଜଣ ଗୁରୁତର…

Leave a Reply

Your email address will not be published. Required fields are marked *