ହସ୍ପିଟାଲରେ ଉଦ୍ଧବ ଠାକରେ ,କରାଇଥିଲେ ଆଞ୍ଜିଓପ୍ଲାଷ୍ଟି ।
- ଦେଶ ବିଦେଶ
- October 14, 2024
- No Comment
- 3
ହସ୍ପିଟାଲରେ ଭର୍ତ୍ତି ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।ତାଙ୍କ ହୃତପିଣ୍ଡରେ ସମସ୍ୟା ରହିଛି, କିଛି ଦିନ ଅନ୍ତରାଳରେ ସେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରାଇ ଆସୁଛନ୍ତି । କାରଣ ଏହାପରେ ସେ ଆଞ୍ଜିଓପ୍ଲାଷ୍ଟିର ଆଗାମୀ ଚିକିତ୍ସା ସୋପାନ ପୂରଣ କରିବେ ଡାକ୍ତର ।
୨୦୧୬ରେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା । ସେହି ସମୟରେ ତାଙ୍କର ୬୦ ପ୍ରତିଶତ ଆଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା । ହାର୍ଟ ବ୍ଲକେଜ ନେଇ ଆହୁରି ୪୦ ପ୍ରତିଶତ ଆଞ୍ଜିଓପ୍ଲାଷ୍ଟି ବାକି ରହିଛି ।
ଏଣୁ ସୋମବାର ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।