ଆହୁରି ୨ ଦିନ ଘନକୁହୁଡ଼ି, ୧୦ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ

ଆହୁରି ୨ ଦିନ ଘନକୁହୁଡ଼ି ।  ରାଜ୍ୟରେ ଶୀତ ସାମନ୍ୟ କମିଥିବା ବେଳେ କଲବଲ କରୁଛି ଘନ କୁହୁଡ଼ି ।  ଘନ କୁହୁଡ଼ି ପାଇଁ ଯାତାୟାତ ସହ ବିମାନ ଚଳାଚଳରେ ବାଧା ସୃଷ୍ଟି ହେଉଛି ।  ଆଜି ସକାଳେ ୧୦ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି । ପ୍ରାୟ ୨ ଘଣ୍ଟା ଧରି ବିଳମ୍ବ ହୋଇଥିଲା ।  ଦିଲ୍ଲୀ, ମୁମ୍ବାଇ, ପ୍ରୟାଗରାଜ ଓ ହାଇଦ୍ରାବାଦକୁ ବିଳମ୍ବରେ ଉଡାଣ ଭରିଛନ୍ତି ବିମାନ ।  ଯାତ୍ରା ସମୟ ବଦଳି ଯାଇଥିବାର ରାଜ୍ୟ ବାହାରକୁ ଯାଉଥିବା ଯାତ୍ରୀ ସମସ୍ୟାର ସାମନା କରିଛନ୍ତି ।

Related post

ସୁନା ଦର ସ୍ଥିର ରହିଥିବାବେଳେ ବଢ଼ିଲା ରୁପା ଦର, ଜାଣନ୍ତୁ ଆଜିର ଦାମ୍

ସୁନା ଦର ସ୍ଥିର ରହିଥିବାବେଳେ ବଢ଼ିଲା ରୁପା ଦର, ଜାଣନ୍ତୁ ଆଜିର…

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା…
ସାବଧାନ ! ରୁଟି କ୍ୟାନ୍ସର ରୋଗର ବଡ଼ କାରଣ ! କେଉଁ ଅଟାର ରୁଟି ଶରୀର ପାଇଁ ଉପଯୁକ୍ତ ଜାଣନ୍ତୁ

ସାବଧାନ ! ରୁଟି କ୍ୟାନ୍ସର ରୋଗର ବଡ଼ କାରଣ ! କେଉଁ…

ଦୀର୍ଘ ସମୟ ଧରି ଅପମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ କୋଷଗୁଡ଼ିକର ବୃଦ୍ଧି ହୁଏ ଯାହା କର୍କଟ ରୋଗ ଭଳି ଗମ୍ଭୀର ରୋଗର କାରଣ ହୋଇପାରେ ।…
ଅନେକ ସ୍ଥାନରେ କମିଲା ପେଟ୍ରୋଲ-ଡିଜେଲ ଦର!

ଅନେକ ସ୍ଥାନରେ କମିଲା ପେଟ୍ରୋଲ-ଡିଜେଲ ଦର!

ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ ।ଚାଲନ୍ତୁ ଜାଣିବା ଆଜି ଦେଶର ପ୍ରମୁଖ ସହରରେ ପେଟ୍ରୋଲ-ଡିଜେଲ ଦାମ୍ । ଆଜି ଅଏଲ…

Leave a Reply

Your email address will not be published. Required fields are marked *