ଶିମିଳିପାଳ ଅଭୟାରଣ୍ୟରେ ବାରାହା ଶିକାର ଅଭିଯୋଗ, ୩ ଶିକାରୀ ଗିରଫ
ଶିମିଳିପାଳ ଅଭୟାରଣ୍ୟରେ ବାରାହା ଶିକାର କରିବା ଅଭିଯୋଗ । ଏନେଇ ୩ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ।
Read More