• October 10, 2024
  • No Comment
  • 17

ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର । କିଛି ମାସ ବ୍ୟବଧାନ ପରେ ପର୍ଯ୍ୟଟକମାନଙ୍କ ପାଇଁ ଆଜି ଠାରୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା…

ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର । କିଛି ମାସ ବ୍ୟବଧାନ ପରେ ପର୍ଯ୍ୟଟକମାନଙ୍କ ପାଇଁ ଆଜି ଠାରୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ମଜା ଉଠେଇପାରିବେ ପର୍ଯ୍ୟଟକ । ପ୍ରତ୍ୟେକ ବର୍ଷ ନଭେମ୍ବର ୧ ତାରିଖରୁ ଶିମିଳିପାଳ ଖୋଲିଥାଏ, କିନ୍ତୁ ଚଳିତବର୍ଷ ଅକ୍ଟୋବର ୧୦ ତାରିଖରେ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି ।ରାତି ରହଣି ପର୍ଯ୍ୟଟକ ପାଇଁ ସାଢେ ୩ ହଜାର ଟଙ୍କାରୁ ଆରମ୍ଭ କରି ୬ ହଜାର ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି ।ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ମାରୁତି ଜିମନି ଗାଡିରେ ବୁଲିପାରିବେ ପର୍ଯ୍ୟଟକ ।

Related post

ବାରମ୍ବାର ମୁଣ୍ତର ପଛ ଭାଗ ବିନ୍ଧୁଛି କି ? ଜାଣନ୍ତୁ ଏହା ପଛର କାରଣ

ବାରମ୍ବାର ମୁଣ୍ତର ପଛ ଭାଗ ବିନ୍ଧୁଛି କି ? ଜାଣନ୍ତୁ ଏହା…

ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ସହ କେବେ ନା କେବେ ହୋଇଥିବ । ଅନେକ କାରଣ ପାଇଁ ମୁଣ୍ଡବିନ୍ଧା ହୁଏ । ଏଥିରେ ମୁଣ୍ଡ…

Leave a Reply

Your email address will not be published. Required fields are marked *