ପୁଣେ ଟେଷ୍ଟ : ଟିମରେ ଭାରତର ବଡ ପରିବର୍ତ୍ତନ, ଫେରିଲେ ଗିଲ୍, ୱାଂଶିଟନ ଏବଂ ଆକାଶଦୀପ

ପୁଣେ ଟେଷ୍ଟ : ଟିମରେ ଭାରତର ବଡ ପରିବର୍ତ୍ତନ, ଫେରିଲେ ଗିଲ୍, ୱାଂଶିଟନ ଏବଂ ଆକାଶଦୀପ

ଆଜିର ମ୍ୟାଚରେ ପ୍ଲେଇଂ ଏକାଦଶରେ ବଡ ପରିବର୍ତ୍ତନ କରାଯାଇଛି । ବେଙ୍ଗାଲୁରୁ ଟେଷ୍ଟ ଅପେକ୍ଷା ପୁଣେ ଟେଷ୍ଟରେ ୩ ଜଣ ଖେଳାଳିଙ୍କୁ ବାଦ୍ ଦିଆଯାଇଛି । କେଏଲ ରାହୁଲ, ମହମ୍ମଦ ସିରାଜ, କୁଲଦୀପ ଯାଦବଙ୍କ ବଦଳରେ ଟିମରେ ଶୁବମନ ଗିଲ, ଆକାଶଦୀପ ଏବଂ ୱାଂଶିଟନ ସୁନ୍ଦରଙ୍କୁ ସ୍ଥାନ ମିଳିଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି  ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧ ୱିକେଟ ହରାଇ ୫୧ ରନ କରିଛି ।

ଟିମରେ ମହମ୍ମଦ ସିରାଜ, କେଏଲ ରାହୁଲ ଏବଂ କୁଲଦୀପଙ୍କୁ ଟିମରେ ସ୍ଥାନ ମିଳିଛି । ନ୍ୟୁଜିଲାଣ୍ଡ ଟିମରୁ ମେଟ ହେନରୀ ବାଦ୍ ପଡିଛନ୍ତି । ପ୍ରଥମ ଟେଷ୍ଟରେ ୮ ୱିକେଟ ନେଇ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ । ହେନରୀଙ୍କ ମାଂସପେଶୀଜନିତ ଆହତ ଯୋଗୁଁ ଟିମରୁ ବାଦ୍ ପଡିଛନ୍ତି । ନୁଜିଲାଣ୍ଡ ଟିମରେ ହେନରୀଙ୍କ ସ୍ଥାନରେ ସ୍ପିନର ମିଚେଲ ସେଣ୍ଟରଙ୍କୁ ସୁଯୋଗ ମିଳିଛି ।

ପୁଣେରେ ପ୍ରଥମ ଟେଷ୍ଟ ନ୍ୟୁଜିଲାଣ୍ଡ ଖେଳୁଛି ମ୍ୟାଚ । ପ୍ରଥମ ମ୍ୟାଚ ୧୬ ଅକ୍ଟୋବରରେ ବେଙ୍ଗାଲୁରୁରେ ଖେଳାଯାଇଥିଲା । ଏଥିରେ ଭାରତୀୟ ଟିମ୍ ୮ ୱିକେଟରେ ହାରିଥିଲା ଟିମ୍ । ପ୍ରଥମ ମ୍ୟାଚ ଜିତି ସିରିଜ ୧-୦ର ଆଗୁଆ ରହିଛି ନ୍ୟୁଜିଲାଣ୍ଡ ।

ଯଶସ୍ବୀ ଜୟସୱାଲ, ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ରିଷଭ ପନ୍ତ (ୱିକେଟ କିପର), ସରଫରାଜ ଖାନ, ରବିନ୍ଦ୍ର ଜାଡେଜା, ୱାଂଶିଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ବିନ, ଆକାଶଦୀପ, ଜସପ୍ରୀତ ବୁମରା ।

Related post

ପ୍ରଥମ ଟେଷ୍ଟ ମ୍ୟାଚ୍ ଟସ୍ ଜିତିଲା ଇଂଲଣ୍ଡ, ବ୍ୟାଟିଂ କରିବ ଭାରତ, ଟିମକୁ ଫେରିଲେ କରୁଣ ନାୟର

ପ୍ରଥମ ଟେଷ୍ଟ ମ୍ୟାଚ୍ ଟସ୍ ଜିତିଲା ଇଂଲଣ୍ଡ, ବ୍ୟାଟିଂ କରିବ ଭାରତ,…

ଟିମ୍ ଇଣ୍ଡିଆ ପ୍ରଥମ ଟେଷ୍ଟରେ ୪ ଜଣ ବୋଲରକୁ ନେଇ ଖେଳୁଛି । ଶାର୍ଦ୍ଦୁଳ ଠାକୁରଙ୍କୁ ଟିମରେ ଶେଷ ବେଳକୁ ସୁଯୋଗ ମିଳିଛି । ଏହାଛଡା ଜସପ୍ରୀତ ବୁମରା,…
Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ରିଆନ ରିକେଲଟନଙ୍କ ଶତକ ଏବଂ କାଗିସୋ ରାବାଡାଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି ।…
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…

ଟି୨୦ ସିରିଜରେ ଇଂଲଣ୍ଡରେ ହରାଇବା ପରେ ଏବେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ ଖେଳିବ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…

Leave a Reply

Your email address will not be published. Required fields are marked *