ଜାମ୍ମୁ କାଶ୍ମୀରରେ ଆର୍ମି ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ

ଜାମ୍ମୁ କାଶ୍ମୀରରେ ଆର୍ମି ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ

ଆଜି ସକାଳ ପ୍ରାୟ ୭ଟାରେ ଅଖନୁର ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହିଁ। ଆର୍ମିର ଆମ୍ଵୁଲାନସ ଯିବା ବେଳେ ଫାୟାରିଂର ଶବ୍ଦ ଶୁଭିଥିଲା।

ପାକିସ୍ତାନ ସୀମାନ୍ତର ବଲତାଲ୍ ଅଞ୍ଚଳରେ ଏହି ଘଟଣା ଘଟିଥିବାରୁ ଆର୍ମି ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାଇଫଲ୍ ଧରି ୨ରୁ ୩ ଜଣ ଲୋକ ବୁଲୁଥିଲେ। ସେମାନେ ହିଁ ଆତଙ୍କବାଦୀ ହୋଇଥିବାର ସନ୍ଦେହ କରି ସର୍ଚ୍ଚ ଅପରେସନ ଚଲାଇଛି ସେନା। ସେହି ଅଞ୍ଚଳକୁ ଘେରାଉ କରି ରଖିଛନ୍ତି ସୁରକ୍ଷାକର୍ମୀ।

ଆତଙ୍କବାଦୀମାାନେ ଯେପରି କୌଣସି ବାଟେ ଖସି ନ ଯାଆନ୍ତି, ସେଥିପାଇଁ କର୍ଡନ ଅଫ୍ କରାଯାଇଛି। କିଛି ମାସ ହେଲା ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିଛି। ଏହାକୁ ନଜରରେ ରଖି ସୀମାରେ କଡ଼ାକଡ଼ି ପାଟ୍ରୋଲିଂ କରାଯାଉଛି।

Related post

ଜମ୍ମୁ ଓ କାଶ୍ମୀରରେ କମୁଛନ୍ତି ପର୍ଯ୍ୟଟକ । ବଢ଼ୁଛି ହିଂସା

ଜମ୍ମୁ ଓ କାଶ୍ମୀରରେ କମୁଛନ୍ତି ପର୍ଯ୍ୟଟକ । ବଢ଼ୁଛି ହିଂସା

ଗତ ଚାରି ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହିଂସା ବୃଦ୍ଧି ଘଟିଛି । ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତିକୁ ପ୍ରଭାବିତ କରିଛି, କିନ୍ତୁ ହିଂସାର ସବୁଠାରୁ ଖରାପ ପ୍ରଭାବ ପର୍ଯ୍ୟଟକ…
ଜମ୍ମୁ କଶ୍ମୀର: ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର

ଜମ୍ମୁ କଶ୍ମୀର: ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର। ଖାନ୍ୟାର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରୁଛନ୍ତି ସୁରକ୍ଷାକର୍ମୀ । ବନ୍ଦିପୁରା ଅଞ୍ଚଳରେ ମଧ୍ୟ ଏନକାଉଣ୍ଟର । ତେବେ ମୃତାହତ…
ଜମ୍ମୁ-କାଶ୍ମୀରରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ ଓମାର ଅବଦ୍ଦୁଲା

ଜମ୍ମୁ-କାଶ୍ମୀରରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ ଓମାର ଅବଦ୍ଦୁଲା

ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ ଓମାର ଅବଦ୍ଦୁଲା । କିନ୍ତୁ କେନ୍ଦ୍ର ଶାସିତ ଅଂଚଳ ହେବା ପରେ ଜମ୍ମୁ ଓ କଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓମାର ।…

Leave a Reply

Your email address will not be published. Required fields are marked *