ବ୍ରାଜିଲରେ ମୋଦି, ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ପହଞ୍ଚିଲେ
- ଦେଶ ବିଦେଶ
- November 18, 2024
- No Comment
- 2
ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ବ୍ରାଜିଲର ରିଓ ଡି ଜେନେରିଓରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ମିଳନୀରେ ଫ୍ରାନ୍ସ, ଚୀନ, କାନାଡା, ରୁଷ ଓ ଆର୍ଜେଣ୍ଟିନାର ନେତା ଭାଗ ନେଉଛନ୍ତି । ଆଜିଠୁ ଆରମ୍ଭ ହେଉଥିବା ଜି-୨୦ ସମ୍ମିଳନୀ ଉପରେ ପୂରା ବିଶ୍ବର ନଜର ରହିଛି ।
ଜଳବାୟୁ ପରିବର୍ତ୍ତନ, ରୁଷ-ୟୁକ୍ରେନ, ଇସ୍ରାଏଲ-ହମାସ ଯୁଦ୍ଧ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସମ୍ମିଳନୀରେ ଆଲୋଚନା ହେବ । ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ଇଚ୍ଛୁକ ବୋଲି ମୋଦି କହଛନ୍ତି ।