ଓଡିଶା: ୯ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ I

ଓଡିଶା: ୯ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ I

ଟିକେ ବିଳମ୍ଵରେ ଆସିଲା ଶୀତ। କିନ୍ତୁ ଏବେ ଜୋର ଶୀତ ହେଲାଣି। ବିଶେଷ କରି ଆଭ୍ୟନ୍ତରୀଣ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ହେଉଛି। ଗତକାଲି ଫୁଲବାଣୀ ଥିଲା ରାଜ୍ୟର ସବୁଠୁ ଥଣ୍ଡା ସହର। ଏଠାରେ ତାପମାତ୍ରା ଥିଲା ୧୦ ଦଶମିକ ୫ ଡିଗ୍ରୀ ସେଲସିୟସ।

ସେହିପରି ଦାରିଙ୍ଗିବାଡିରେ 11.5° ସେଲସିୟସ୍, ଅନୁଗୁଳରେ 11.6°, ରାଉରକେଲାରେ 12.2°, ଝାରସୁଗୁଡା 12.4°, ଭବାନୀପାଟଣା 13°, ଭଦ୍ରକ 14°, ସୁନ୍ଦରଗଡ 14°, କେନ୍ଦୁଝରରେ 14° ରହିଛି ତାପମାତ୍ରା। ଭୁବନେଶ୍ୱର ତାପମାତ୍ରା 16.8° ଥିବା ବେଳେ ଏବଂ କଟକର ତାପମାତ୍ରା 16° ସେଲସିୟସ ଥିଲା ।

Related post

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଲହରୀ ଜାରି I

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଲହରୀ ଜାରି I

ରାଜ୍ୟରେ ତଳମୁହାଁ ରହିଛି ପାରଦ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଲହରୀ ଜାରି ରହିଛି । ଗତ କିଛିଦିନ ହେଲା କନ୍ଧମାଳ କୁ ଛୁଇଁଛି ଶୀତ l…
ସ୍ୱସ୍ତି ପ୍ରମିୟମରେ ଆରମ୍ଭ ହେଲା ହେଲ୍‌ଥ କନକ୍ଲେଭ ପରାମର୍ଶ ଦେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ସ୍ୱସ୍ତି ପ୍ରମିୟମରେ ଆରମ୍ଭ ହେଲା ହେଲ୍‌ଥ କନକ୍ଲେଭ ପରାମର୍ଶ ଦେବେ ସ୍ୱାସ୍ଥ୍ୟ…

ରାଜ୍ୟର ବଛାବଛା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ସ୍ୱସ୍ତି ପ୍ରମିୟମରେ ଆରମ୍ଭ ହୋଇଛି ‘ଦି ହେଲ୍‌ଥ କନକ୍ଲେଭ-୨୦୨୪’  । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ବିନ୍ଦୁସାଗର, ଡଙ୍ଗା ଭସାଇବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ବିନ୍ଦୁସାଗର, ଡଙ୍ଗା ଭସାଇବା ପାଇଁ ଲକ୍ଷାଧିକ…

ବର୍ଷକ ବାର ମାସ ମଧ୍ୟରୁ ଧର୍ମ ମାସ କାର୍ତ୍ତିକ ମାସ ହେଉଛି ଅନ୍ୟତ୍ତମ । ପୁରପଲ୍ଲୀରେ ଲୋକ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବା ସହ ବୋଇତ ବନ୍ଦାଇ ନଦୀରେ…

Leave a Reply

Your email address will not be published. Required fields are marked *