ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଲଘୁଚାପ, ୨୫ରେ ବାତ୍ୟା
- ଦେଶ ବିଦେଶ
- November 23, 2024
- No Comment
- 4
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସୃଷ୍ଟି ହେବ ଲଘୁଚାପ । ଆଇଏମଡିର ପୂର୍ବାନୁମାନ ଅନୁସାରେ ଭାରତ ମହାସାଗର ନିକଟ ସୁମିତ୍ରା ଦ୍ବୀପ ଓ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।
କାଲି ଅବପାତରେ ପରିଣତ ହେବ । ଏହା ୨୫ ତାରିଖରେ ଡିପ ଡିପ୍ରେସନ କିମ୍ବା ବାତ୍ୟାରେ ପରିଣତ ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ଫେଙ୍ଗାଲ । ୨୭ ତାରିଖରେ ତାମିଲନାଡୁ ଉପକୂଳ ଛୁଇଁପାରେ।