ପ୍ରଥମ ଟେଷ୍ଟ ମ୍ୟାଚ୍ ଟସ୍ ଜିତିଲା ଇଂଲଣ୍ଡ, ବ୍ୟାଟିଂ କରିବ ଭାରତ, ଟିମକୁ ଫେରିଲେ କରୁଣ ନାୟର

ପ୍ରଥମ ଟେଷ୍ଟ ମ୍ୟାଚ୍ ଟସ୍ ଜିତିଲା ଇଂଲଣ୍ଡ, ବ୍ୟାଟିଂ କରିବ ଭାରତ, ଟିମକୁ ଫେରିଲେ କରୁଣ ନାୟର

ଟିମ୍ ଇଣ୍ଡିଆ ପ୍ରଥମ ଟେଷ୍ଟରେ ୪ ଜଣ ବୋଲରକୁ ନେଇ ଖେଳୁଛି । ଶାର୍ଦ୍ଦୁଳ ଠାକୁରଙ୍କୁ ଟିମରେ ଶେଷ ବେଳକୁ ସୁଯୋଗ ମିଳିଛି । ଏହାଛଡା ଜସପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ । କରୁଣ ନାୟରଙ୍କୁ ଟିମରେ ସୁଯୋଗ ମିଳିଛି । ଦୀର୍ଘ ଦିନ ପରେ ଟେଷ୍ଟ ଟିମକୁ ଫେରିଛନ୍ତି କରୁଣ ନାୟର ।

କରୁଣ ନାୟର ୨୦୧୭ରେ ଭାରତ ପାଇଁ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହାପରେ ଟିମରେ ଖେଳିବାକୁ ତାଙ୍କୁ ସୁଯୋଗ ମିଳିନଥିଲା । କିନ୍ତୁ ଏଥର ତାଙ୍କୁ ଇଂଲଣ୍ଡ ଟୁର ପାଇଁ ଟିମରେ ଚୟନ କରାଯାଇଛି । ଇଂଲଣ୍ଡ ଲାଏନ୍ସ ବିପକ୍ଷରେ ଦୁଇଟି ଅଭ୍ୟାସ ମ୍ୟାଚରେ ୨୫୯ ରନ୍ କରିଛନ୍ତି ।

ଭାରତୀୟ ସ୍କ୍ବାର୍ଡ: ଯଶସ୍ବୀ ଜୟସୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁବମନ ଗିଲ, ରିଷଭ ପନ୍ତ, କରୁଣ ନାୟର, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା

Related post

ପୁଣେ ଟେଷ୍ଟ : ଟିମରେ ଭାରତର ବଡ ପରିବର୍ତ୍ତନ, ଫେରିଲେ ଗିଲ୍, ୱାଂଶିଟନ ଏବଂ ଆକାଶଦୀପ

ପୁଣେ ଟେଷ୍ଟ : ଟିମରେ ଭାରତର ବଡ ପରିବର୍ତ୍ତନ, ଫେରିଲେ ଗିଲ୍,…

ଆଜିର ମ୍ୟାଚରେ ପ୍ଲେଇଂ ଏକାଦଶରେ ବଡ ପରିବର୍ତ୍ତନ କରାଯାଇଛି । ବେଙ୍ଗାଲୁରୁ ଟେଷ୍ଟ ଅପେକ୍ଷା ପୁଣେ ଟେଷ୍ଟରେ ୩ ଜଣ ଖେଳାଳିଙ୍କୁ ବାଦ୍ ଦିଆଯାଇଛି । କେଏଲ ରାହୁଲ,…
ବିରାଟ କୋହଲି, ଟେଷ୍ଟରେ ୯୦୦୦ ରନ୍ କଲେ ପୂରା

ବିରାଟ କୋହଲି, ଟେଷ୍ଟରେ ୯୦୦୦ ରନ୍ କଲେ ପୂରା

ଟେଷ୍ଟ କ୍ରିକେଟରେ ୯ ହଜାର ରନ୍ ପୁରା କରିଛନ୍ତି ବିରାଟ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଏହି କିର୍ତ୍ତୀମାନ ହାସଲ କରିଛନ୍ତି । ମ୍ୟାଚର ତୃତୀୟ…

Leave a Reply

Your email address will not be published. Required fields are marked *