ଜମୁଛି ଐତିହାସିକ କଟକ ବାଲିଯାତ୍ରା

ଜମୁଛି ଐତିହାସିକ କଟକ ବାଲିଯାତ୍ରା

ଜମୁଛି କଟକର ଐତିହାସିକ ବାଲିଯାତ୍ରା । ବିଭିନ୍ନ ପ୍ରକାର ଦୋଳି ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟର ମଜା ନେଉଛନ୍ତି ଦର୍ଶକ । ନୂଆ କରି ହୋଇଥିବା ଅନନ୍ତ ଦୁନିଆ ସାଙ୍ଗକୁ ଓଡ଼ିଆ ଚଳଚିତ୍ର ଇତିକଥା ସମସ୍ତଙ୍କୁ ବେଶ ଆକୃଷ୍ଟ କରୁଛି । ମେଳା ବୁଲିବା ସାଙ୍ଗକୁ ଲୋକମାନେ ବିଭିନ୍ନ ଘରକରଣା ସାମଗ୍ରୀ କିଣିନେଉଥିବା ମଧ୍ୟ ଦେଖିବାକୁ ମିଳୁଛି ।

ଚଳିତ ବର୍ଷ ବାଲିଯାତ୍ରାକୂ ଆକର୍ଷଣୀୟ ଓ ସ୍ମରଣୀୟ କରିବା ଲାଗି ବିଭିନ୍ନ ପଦକ୍ଷେପ ମାନେ ହାତକୁ ନେଇ ପ୍ରଶାସନ । ୧୩ଟି ରାଷ୍ଟ୍ରର ରାଷ୍ଟ୍ର ଦୂତଙ୍କ ସମେତ ୮ ଦେଶର କଳାକାରଙ୍କୁ ବାଲିଯାତ୍ରାକୁ ଆମନ୍ତ୍ରଣ କରାଯାଇଛି ।

Related post

ଆଜିଠୁ ବାଲିଯାତ୍ରା, ପ୍ରତି ସଂଧ୍ଯାରେ ପରିବେଷଣ କରିବେ ବିଦେଶୀ  କଳାକାର

ଆଜିଠୁ ବାଲିଯାତ୍ରା, ପ୍ରତି ସଂଧ୍ଯାରେ ପରିବେଷଣ କରିବେ ବିଦେଶୀ କଳାକାର

୮ ଦେଶର କଳାକାର ପ୍ରତିଦିନ ସଂଧ୍ଯାରେ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ନୃତ୍ଯ ଗୀତ ପରିବେଷଣ କରିବେ ।  ଏହା ସହିତ ବାଲିଯାତ୍ରାରେ ଦକ୍ଷିଣ…
କିଛି ଦିନ ପରେ ଐତିହାସିକ ବାଲିଯାତ୍ରା :ଚାରିଆଡେ ଚାଲିଛି ଜୋରସୋରରେ ପ୍ରସ୍ତୁତି।

କିଛି ଦିନ ପରେ ଐତିହାସିକ ବାଲିଯାତ୍ରା :ଚାରିଆଡେ ଚାଲିଛି ଜୋରସୋରରେ ପ୍ରସ୍ତୁତି।

ଯାତ୍ରା ପାଇଁ ଚାରିଆଡେ ଚାଲିଛି ଜୋରସୋରରେ ପ୍ରସ୍ତୁତି। ମଝିରେ ଚାରିଦିନ ଥିବାରୁ ପ୍ରଶାସନ ପକ୍ଷରୁ ବାଲିଯାତ୍ରାର ପ୍ରଚାର-ପ୍ରସାର ପାଇଁ ସହରର ବିଭିନ୍ନ ପ୍ରବେଶ ପଥରେ ବଡ ବଡ ତୋରଣ…
କଟକରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : ଅଭିଯୋଗରେ ୬ ଗିରଫ

କଟକରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : ଅଭିଯୋଗରେ ୬ ଗିରଫ

ଛାତ୍ରୀଙ୍କ ପୁରୁଷବନ୍ଧୁ ଓ ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ କରିବା ସହ ତାଙ୍କୁ ବ୍ଲାକମେଲ…

Leave a Reply

Your email address will not be published. Required fields are marked *