ଭିଜିଲାନ୍ସ ଜାଲରେ କେନ୍ଦୁଝର ଜୁନିଅର ଖଣି ଅଧିକାରୀ

ଭିଜିଲାନ୍ସ ଜାଲରେ କେନ୍ଦୁଝର ଜୁନିଅର ଖଣି ଅଧିକାରୀ

ଜୁନିଅର ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ କରାଯାଇଛି ରେଡ । ଏକ କାଳୀନ ୭ଟି ଜାଗାରେ ଚଢାଉ କରିଛି ଭିଜିଲାନ୍ସ । କେନ୍ଦୁଝର, ଭୁବନେଶ୍ବର,ଯାଜପୁର, ଭବାନୀପାଟଣାରେ କରାଯାଇଛି ଚଢାଉ ।

କେନ୍ଦୁଝର ଜଗନ୍ନାଥପୁରରେ ଥିବା ୨ ମହଲା ଘର, ଭୁବନେଶ୍ୱରରେ ଥିବା ଘର, ଘସିପୁରା ତହସିଲ ମଦନପୁର ଠାରେ ଥିବା ଫାର୍ମ ହାଉସ୍, ଯାଜପୁର ଟମକା ନିକଟ ଯେମାଦେଇପୁର ଠାରେ ପୈତୃକ ଘର, କେନ୍ଦୁଝର ଅଫିସ୍, ଭବାନିପାଟଣାରେ ଥିବା ଭଡ଼ାଘର, ଯାଜପୁର ଧର୍ମଶାଳା ନିକଟରେ ସମ୍ପର୍କୀୟଙ୍କ ଘରେ ଆଜି ସକାଳୁ ଭିଜିଲାନସ୍ ଟିମ ଚଢ଼ାଉ ଜାରି ରଖିଛି। ରେଡରେ ୭ ଜଣ DSP,୫ ଜଣ ଇନ୍ସପେକ୍ଟର, ୭ ଜଣ ASI ସାମିଲ ଅଛନ୍ତି ।

Related post

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି ପ୍ରଦୀପ୍ତ କୁମାର ସାହୁ।

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି ପ୍ରଦୀପ୍ତ କୁମାର ସାହୁ।

୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଚମ୍ପାଝର ଏମଇ ସ୍କୁଲର ପୂର୍ବତନ ଶିକ୍ଷୟିତ୍ରୀଙ୍କ ଇନକ୍ରିମେଣ୍ଟ ଏରିୟର ଟଙ୍କା କରାଇ ଦେବା ଲାଗି ୧୦…
ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର ବିଜୟ କୁମାର ଉଦୟସିଂହ।

ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର ବିଜୟ କୁମାର ଉଦୟସିଂହ।

ଇଡକୋ ଜୁନିଅର ମ୍ୟାନେଜର ବିଜୟ କୁମାର ଉଦୟସିଂହ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । ଖୋର୍ଦ୍ଧା, ଭୁବନେଶ୍ବର ଓ ପୁରୀ ସମେତ ୬ଟି ସ୍ଥାନରେ…

Leave a Reply

Your email address will not be published. Required fields are marked *