ଅଷ୍ଟମ ବେତନ କମିଶନ ଗଠନକୁ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ, ସବୁ କେନ୍ଦ୍ରୀୟ କର୍ମଚାରୀ ହେବେ ଉପକୃତ

ଅଷ୍ଟମ ବେତନ କମିଶନ ଗଠନକୁ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ, ସବୁ କେନ୍ଦ୍ରୀୟ କର୍ମଚାରୀ ହେବେ ଉପକୃତ

ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଗଠନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ। ୨୦୧୬ରେ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିଲା ସପ୍ତମ ବେତନ କମିଶନଙ୍କ ପ୍ରସ୍ତାବ । ୨୦୨୬ରେ ନୂଆ ବେତନ କମିଶନ ପ୍ରସ୍ତାବ ଲାଗୁ ହେବ ।

ତା ପୂର୍ବରୁ ଅଷ୍ଟମ ବେତନ କମିଶନ ଗଠନ ହେବ । ସ୍ବାଧୀନତା ପରଠାରୁ ୭ଟି ବେତନ କମିଶନ ଗଠନ ହୋଇ ସାରିଛି ।  ଏହାଦ୍ୱାରା  ସବୁ କେନ୍ଦ୍ରୀୟ କର୍ମଚାରୀ ହେବେ ଉପକୃତ ହେବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Related post

Leave a Reply

Your email address will not be published. Required fields are marked *