କବାଡି ମ୍ୟାଚ ବେଳେ ଖେଳାଳିଙ୍କ ମୃତ୍ୟୁ

କବାଡି ମ୍ୟାଚ ବେଳେ ଖେଳାଳିଙ୍କ ମୃତ୍ୟୁ

କବାଡି ମ୍ୟାଚ୍ ଖେଳୁଥିବା ବେଳେ ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି  l ମୃତ ଖେଳାଳି ଜଣକ ହେଲେ ଛତିଶଗଡ ମହାସମୁନ୍ଦ ଜିଲ୍ଲା ଡୁଡୁମଚୁଆ ଗାଁର ଖଗେଶ୍ୱର ରାଠିଆ  l

ଆଜି ସକାଳେ ମହାସମୁନ୍ଦ ଜିଲ୍ଲା ସୋନିଷ୍ଟାର ପୋଟାପାରା ଟିମ ଏବଂ ନୂଆପଡା ଜିଲ୍ଲା ହାତୀସରା ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଖେଳ ଚାଲିଥିଲା  l ମହାଶମୁନ୍ଦ ଜିଲ୍ଲା ସୋନିଷ୍ଟାର ପୋଟିପରା ଟିମ ପକ୍ଷରୁ ଖଗେଶ୍ୱର ମ୍ୟାଚ ଖେଳୁଥିଲେ  l ଏହି ସମୟରେ ଖଗେଶ୍ୱର ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ ।

Related post

ICC ନାଁରେ ଗମ୍ଭୀର ଅଭିଯୋଗ ଆଣିଲା ବାଂଲାଦେଶ: ଟି-୨୦ ବିଶ୍ୱକପ୍‌ରୁ ୧୦୦ରୁ ଅଧିକ ସାମ୍ବାଦିକ ବିଦା

ICC ନାଁରେ ଗମ୍ଭୀର ଅଭିଯୋଗ ଆଣିଲା ବାଂଲାଦେଶ: ଟି-୨୦ ବିଶ୍ୱକପ୍‌ରୁ ୧୦୦ରୁ…

ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମିଡିଆ କମିଟିର ଅଧ୍ୟକ୍ଷ ଅମଜାଦ ହୁସେନ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ପ୍ରାୟ ୧୩୦ ରୁ ୧୫୦ ବାଂଲାଦେଶୀ ସାମ୍ବାଦିକ ୨୦୨୬…
ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ, ଶସ୍ତା ହେବ ଏସବୁ ଜିନିଷ

ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ, ଶସ୍ତା ହେବ ଏସବୁ ଜିନିଷ

“ମଦର ଅଫ୍ ଅଲ୍ ଡିଲ୍ “କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ ।…
ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ, ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ

ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ, ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ

କୋଲକାତାର ୫ଜଣ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ ।  ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଡାକ୍ତର ଓ କିଛି ନର୍ସ ଅଛନ୍ତି । …

Leave a Reply

Your email address will not be published. Required fields are marked *