ସୁନା ଦର ସ୍ଥିର ରହିଥିବାବେଳେ ବଢ଼ିଲା ରୁପା ଦର, ଜାଣନ୍ତୁ ଆଜିର ଦାମ୍

ସୁନା ଦର ସ୍ଥିର ରହିଥିବାବେଳେ ବଢ଼ିଲା ରୁପା ଦର, ଜାଣନ୍ତୁ ଆଜିର ଦାମ୍

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର ।

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୫,୮୨୦ ଟଙ୍କା ରହିଛି ।  ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୪,୫୦୦ ଟଙ୍କା ଛୁଇଁଛି  ।  ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୫,୮୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୨୪,୫୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୩୫,୮୨୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୨୪,୫୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୩୫,୯୭୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୨୪,୬୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୩୬,୫୮୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୨୫,୨୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୩୫,୮୨୦ ଓ ୧,୨୪,୫୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୪୧,୦୦୦ ଟଙ୍କା ହୋଇଛି ।

Related post

ଆହୁରି ୨ ଦିନ ଘନକୁହୁଡ଼ି, ୧୦ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ

ଆହୁରି ୨ ଦିନ ଘନକୁହୁଡ଼ି ।  ରାଜ୍ୟରେ ଶୀତ ସାମନ୍ୟ କମିଥିବା ବେଳେ କଲବଲ କରୁଛି ଘନ କୁହୁଡ଼ି ।  ଘନ କୁହୁଡ଼ି ପାଇଁ ଯାତାୟାତ ସହ ବିମାନ ଚଳାଚଳରେ ବାଧା ସୃଷ୍ଟି ହେଉଛି ।  ଆଜି ସକାଳେ ୧୦ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି । ପ୍ରାୟ ୨ ଘଣ୍ଟା ଧରି ବିଳମ୍ବ ହୋଇଥିଲା ।  ଦିଲ୍ଲୀ, ମୁମ୍ବାଇ, ପ୍ରୟାଗରାଜ ଓ ହାଇଦ୍ରାବାଦକୁ ବିଳମ୍ବରେ ଉଡାଣ ଭରିଛନ୍ତି ବିମାନ ।  ଯାତ୍ରା ସମୟ ବଦଳି ଯାଇଥିବାର ରାଜ୍ୟ ବାହାରକୁ ଯାଉଥିବା ଯାତ୍ରୀ ସମସ୍ୟାର ସାମନା କରିଛନ୍ତି ।
ସାବଧାନ ! ରୁଟି କ୍ୟାନ୍ସର ରୋଗର ବଡ଼ କାରଣ ! କେଉଁ ଅଟାର ରୁଟି ଶରୀର ପାଇଁ ଉପଯୁକ୍ତ ଜାଣନ୍ତୁ

ସାବଧାନ ! ରୁଟି କ୍ୟାନ୍ସର ରୋଗର ବଡ଼ କାରଣ ! କେଉଁ…

ଦୀର୍ଘ ସମୟ ଧରି ଅପମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ କୋଷଗୁଡ଼ିକର ବୃଦ୍ଧି ହୁଏ ଯାହା କର୍କଟ ରୋଗ ଭଳି ଗମ୍ଭୀର ରୋଗର କାରଣ ହୋଇପାରେ ।…
ଅନେକ ସ୍ଥାନରେ କମିଲା ପେଟ୍ରୋଲ-ଡିଜେଲ ଦର!

ଅନେକ ସ୍ଥାନରେ କମିଲା ପେଟ୍ରୋଲ-ଡିଜେଲ ଦର!

ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ ।ଚାଲନ୍ତୁ ଜାଣିବା ଆଜି ଦେଶର ପ୍ରମୁଖ ସହରରେ ପେଟ୍ରୋଲ-ଡିଜେଲ ଦାମ୍ । ଆଜି ଅଏଲ…

Leave a Reply

Your email address will not be published. Required fields are marked *