ସମ୍ବଲପୁରରେ ମୋ ବସ ସେବା ବନ୍ଦ ବିଭିନ୍ନ ଦାବି ନେଇ ଆନ୍ଦୋଳନ ରେ କର୍ମଚାରୀ

ସମ୍ବଲପୁରରେ ମୋ ବସ ସେବା ବନ୍ଦ ବିଭିନ୍ନ ଦାବି ନେଇ ଆନ୍ଦୋଳନ ରେ କର୍ମଚାରୀ

ସମ୍ବଲପୁର ସହରରେ ମୋ ବସ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ ବସ । ପ୍ରବଳ ଭିଡ଼ ହେଉଥିବାରୁ ଟିକଟେ କାଟିବାକୁ ଅସୁବିଧା ସହ ଅନେକ ସମସ୍ୟାର ସମାଧାନ ପାଇଁ ବନ୍ଦ ରହିଛି ଆଜି ମୋ ବସ ।

ମୋ ବସରେ କାର୍ଯ୍ୟ କରୁଥିବା କଣ୍ଡକ୍ଟର ବା ଗାଇଡ଼ ମାନେ ଯଦି ବସ ଭିତରେ ଟିକେ ବସି ଦେଲେ ତାଙ୍କୁ ଫାଇନ କରାଯାଉଛି । ସେହିପରି ଛୋଟିଆ ଭୁଲଟେ ହଲେେ ପାଞ୍ଚ ହଜ଼ାର ଟଙ୍କାର ଫାଇନ କରାଯାଉଛି ।

ସମସ୍ୟାର ସମାଧାନ ଯେଉଁ ର୍ପଯ୍ୟନ୍ତ ନ ହେବ ସେ ର୍ପଯ୍ୟନ୍ତ ବନ୍ଦ ରହିବ ବସ ସେବା ସେପଟେ ଅନେକ ସମୟରେ ଦରମା କାଟ ହେଉଥିବାରୁ ଆଜି ଧାରଣାରେ ବସିଛନ୍ତି ସମସ୍ତ ର୍କମଚାରୀ ।

Related post

ବନ୍ଦ ହେବ ହିଣ୍ଡେନବର୍ଗ ରିସର୍ଚ୍ଚ, ବନ୍ଦ କରିବାକୁ ପ୍ରତିଷ୍ଠାତା ନାଟେ ଆଣ୍ଡରସନଙ୍କ ସୂଚନା

ବନ୍ଦ ହେବ ହିଣ୍ଡେନବର୍ଗ ରିସର୍ଚ୍ଚ, ବନ୍ଦ କରିବାକୁ ପ୍ରତିଷ୍ଠାତା ନାଟେ ଆଣ୍ଡରସନଙ୍କ…

ବନ୍ଦ ହେବ ଆମେରିକାର ସର୍ଟସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ। ଏନେଇ ସୂଚନା ଦେଇଛନ୍ତି ଫାର୍ମର ପ୍ରତିଷ୍ଠାତା ନାଟେ ଆଣ୍ଡରସନ। ସଂସ୍ଥାକୁ ବନ୍ଦ କରିବା ଲାଗି ସେ ନିଷ୍ପତ୍ତି ନେଇଛନ୍ତି…
ସମ୍ବଲପୁର ପୁଲିସ୍‌ର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ସଞ୍ଜୀବ ଗୋଡ ରେ ଲାଗିଲା ଗୁଳି

ସମ୍ବଲପୁର ପୁଲିସ୍‌ର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ସଞ୍ଜୀବ ଗୋଡ ରେ ଲାଗିଲା ଗୁଳି

ଏସ୍‌ପି ଶ୍ରୀ ଭାମୂ କହିଛନ୍ତି, ଗତ ନଭେମ୍ବର ୨୨ରେ ଚାରମାଳ  ଥାନା ଅଞ୍ଚଳରେ ବଡ଼ଧରଣର ଡକାୟତି  ହୋଇଥିଲା । ଏହି ମାମଲାରେ ୪ ଜଣଙ୍କୁ  ଗିରଫ କରାଯାଇଥିଲା ।…
ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀ ଗିରଫ I

ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀ…

ଗିରଫ ହେଲେ କୋଟିପତି ଏସିଏଫ୍ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା ।ଏସିଏଫ ରେବତୀ ରମଣ…

Leave a Reply

Your email address will not be published. Required fields are marked *