ପ୍ରଚାରର ଶେଷ : ଦିନକ ପରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ

ପ୍ରଚାରର ଶେଷ : ଦିନକ ପରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ

ପ୍ରଚାରର ଶେଷ ଦିନରେ ଭୋଟରଙ୍କ ନିକଟତର ହେଲେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଓ ପ୍ରତିଦ୍ବନ୍ଦ୍ବୀ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କମଲା ହ୍ୟାରିସ୍ ଶନିବାର ଦିନ ୱିସ୍କୋସିନ୍ରେରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ବିଜୟୀ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି  ।

ସେହିପରି ଭର୍ଜିନିଆରେ ଶେଷ ଦିନରେ ପ୍ରଚାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହି ସମୟରେ ସେ ଜୋ ବାଇଡେନ ଓ କମଲା ହାରିସଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । କମଲା ହାରିସଙ୍କୁ ଟ୍ରମ୍ପ ବାମପନ୍ଥୀଙ୍କ ସପକ୍ଷବାଦୀ କହିବା ସହ ଦେଶରେ ଶାନ୍ତି ଏବଂ ସମୃଦ୍ଧିର ଏକ ନୂତନ ଯୁଗ ଆଣିବାକୁ ଯୁବପିଢୀଙ୍କୁ ଆହ୍ବାନ ଦେଇଛନ୍ତି  । ଏସବୁ ମଧ୍ୟରେ  ଆସନ୍ତା ୫ ତାରିଖରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଜାଣନ୍ତୁ କଣ ରହିଛି ସଂଖ୍ୟା ଗଣିତ ।

Related post

ଆମେରିକା କ୍ୟାବିନେଟ୍ ରେ ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କୁ ଦେଲେ ବଡ଼ ଦାୟିତ୍ବ

ଆମେରିକା କ୍ୟାବିନେଟ୍ ରେ ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କୁ ଦେଲେ…

ଆମେରିକାର ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନସୀ ବା ସରକାରୀ ଦକ୍ଷତା ବିଭାଗ ପ୍ରମୁଖଭାବେ ଦାୟିତ୍ବ ତୁଲାଇବେ । ଏଲନ ମସ୍କ ହେଉଛନ୍ତି ସ୍ପେଶ ଏକ୍ସ, ଟେସଲା ଓ ସୋସିଆଲ…
ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ  : ଟ୍ରମ୍ପ ଓ କମଳା ମଧ୍ୟରେ ଲଢ଼େଇ

ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପ ଓ କମଳା ମଧ୍ୟରେ…

ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଓ ଡୋନାଲଡ୍ ଟ୍ରମ୍ପଙ୍କ ମଧ୍ୟରେ କଡା ମୁକାବିଲା ହେଉଛି। ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରୁ ଆସନ୍ତାକାଲି ସକାଳ ୬ଟା ୩୦…

Leave a Reply

Your email address will not be published. Required fields are marked *