ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ନବ ବର୍ଷ ପାଇଁ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୫ ସମସ୍ତଙ୍କ ମନରେ ସୁଖ, ସମୃଦ୍ଧି ଓ ଆନନ୍ଦ ଭରିଦେଉ । ଏହି ଅବସରରେ ଭାରତ ତଥା ବିଶ୍ବର ଉଜ୍ଜ୍ବଳ ଓ ନିରନ୍ତର ଭବିଷ୍ୟତ ଦିଗରେ ସମସ୍ତେ ଏକାଠି ହୋଇ ପ୍ରତିଶ୍ରୁତିବଦ୍ଧତାର ସହ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ‘ଶୁଭମୟ ୨୦୨୫ ! ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ସୁଯୋଗ, ସଫଳତା ଏବଂ ଅସୀମ ସୁଖ ଆଣିଦେଉ। ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧତା ଆଶୀର୍ବାଦ ପ୍ରାପ୍ତ ହେଉ ।

Related post

ମାଦୁରୋଙ୍କୁ ଗିରଫ ପରେ ଟ୍ରମ୍ପ ନିଜ ଭାଷଣରେ ୧୦ଟି ମୁଖ୍ୟ ପଏଣ୍ଟ କହିଛନ୍ତି ।

ମାଦୁରୋଙ୍କୁ ଗିରଫ ପରେ ଟ୍ରମ୍ପ ନିଜ ଭାଷଣରେ ୧୦ଟି ମୁଖ୍ୟ ପଏଣ୍ଟ…

ଅପରେସନ Absolute Resolveରେ ଥରିଲା ଭେନେଜୁଏଲା! । ଯୁଦ୍ଧ ଜାହାଜରେ ମାଦୁରୋ ବନ୍ଦୀ ଥିବାର ଫଟୋ ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମାଦୁରୋଙ୍କୁ ଗିରଫ…
କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ ।  କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ୱ ଦେଖିବ ଭାରତର ଶକ୍ତି ଓ…
ବିଦ୍ରୋହୀଙ୍କ କବଜାରେ ସିରିଆ, ଦାମାସ୍କସ ଛାଡି ପଳାଇଲେ ରାଷ୍ଟ୍ରପତି

ବିଦ୍ରୋହୀଙ୍କ କବଜାରେ ସିରିଆ, ଦାମାସ୍କସ ଛାଡି ପଳାଇଲେ ରାଷ୍ଟ୍ରପତି

ସିରିଆ ରାଜଧାନୀ ଦାମାସ୍କସକୁ କବଜା କଲେ ବିଦ୍ରୋହୀ । ହମ୍ସ ସହରକୁ ଅକ୍ତିଆର ପରେ ଦାମାସ୍କସରେ ପଶିଛନ୍ତି ବିଦ୍ରୋହୀ । ଏଥିସହ ସିରିଆରେ ରାଷ୍ଟ୍ରପତି ବଶାର ଅଲ୍-ଅସାଦଙ୍କ ଶାସନର…

Leave a Reply

Your email address will not be published. Required fields are marked *